Skip to content
January 17, 2026
  • Facebook
  • Twitter
  • Instagram
  • Linkedin
  • Youtube
Economic Odisha

Economic Odisha

ସମୃଦ୍ଧ ଓଡ଼ିଶାର ଜାଗ୍ରତ ପ୍ରହରୀ…

swachha-bharat

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health
  • Newsbeat
  • Sports
  • Stories
  • Tech
  • World
  • ଅଦାଲତ ଶୁଣାଣି
  • କ୍ୟାରିୟର୍
  • ଖେଳ
  • ଜୀବନଚର୍ଯ୍ୟା
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍
  • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ମାର୍କେଟ ଅପଡେଟ୍
  • ରାଜନୀତି
Primary Menu
  • ହୋମ୍
  • ମାର୍କେଟ ଅପଡେଟ୍
    • ଗ୍ଲୋବାଲ ମାର୍କେଟ
    • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ରାଜନୀତି
  • ଟ୍ରେଣ୍ଡିଂ ନ୍ୟୁଜ୍
  • ଅପରାଧ
  • ଖେଳ
  • ବିଜନେସ୍
  • ଫେକ୍ ନ୍ୟୁଜ୍
  • ଅଦାଲତ ଶୁଣାଣି
  • ଏକ୍ସପର୍ଟଙ୍କ ମତ
  • କ୍ୟାରିୟର୍
  • ରିଭ୍ୟୁ
  • Home
  • ଟ୍ରେଣ୍ଡିଂ ନ୍ୟୁଜ୍
  • ସୁଦର୍ଶନଙ୍କ X ଆକାଉଣ୍ଟ ହ୍ୟାକ୍
  • ଟ୍ରେଣ୍ଡିଂ ନ୍ୟୁଜ୍

ସୁଦର୍ଶନଙ୍କ X ଆକାଉଣ୍ଟ ହ୍ୟାକ୍

admin September 29, 2024 1 minute read
Sudarshan Patnaik's X account hacked

ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏହି ଆକାଉଣ୍ଟ ରିକୋଭର ହେବାକୁ ପାଖାପାଖି 40 ଘଣ୍ଟାର ସମୟ ଲାଗିଛି। 

 

ଶୁକ୍ରବାର ରାତି 8ଟା ପାଖାପାଖି ତାଙ୍କୁ ଏକ ମେଲ୍ ଆସିଲା। ଯେଉଁଥିରେ ତାଙ୍କ X ଆକାଉଣ୍ଟରେ ଅନ୍ୟକେହି ଲଗଇନ୍ କରୁଥିବା ନେଇ ଦର୍ଶାଯାଇଥିଲା। ଏହି ଲଗଇନ୍ କୋଲକାତାରୁ ହେଉଥିବା ନେଇ ସେହି ମେଲରେ ସୂଚନା ଦିଆଯାଇଥିଲା। ଏହା ପରେ ଆଉ ଏକ ମେଲ ଆସେ। ଯେଉଁଥିରେ ତାଙ୍କ ଏକ୍ସ ଆକାଉଣ୍ଟ ସହ ଲିଙ୍କ୍ ଥିବା ମେଲ୍ ଆଇଡି ଓ ଫୋନ୍ ନମ୍ବର ମଧ୍ୟ ବଦଳାଯାଇଥିବା ନେଇ ଦର୍ଶା ଯାଇଥିଲା। 

sudarshan patnaik's X account hacked

 

ସୁଦର୍ଶନଙ୍କ ଫଲୋୟର୍ ପିଏମ୍ ମୋଦି

ଏବେ ସୁଦ୍ଧା ସୁଦର୍ଶନଙ୍କ X ଆକାଉଣ୍ଟରେ ପାଖାପାଖି 7.74 ଲକ୍ଷ ଫଲୋୟର୍ସ ଅଛନ୍ତି। ପିଏମ ମୋଦି ମଧ୍ୟ ସୁଦର୍ଶନଙ୍କୁ X ରେ ଫଲୋ କରିଛନ୍ତି। ତେଣୁ ଏହାକୁ ବ୍ୟବହାର କରି ହ୍ୟାକର୍ସ କିଛି ଅନୈତିକ ଗତିବିଧି କରିପାରନ୍ତି ବୋଲି ଆଶଙ୍କା ଥିବା କହିଛନ୍ତି ସୁଦର୍ଶନ।

 

ସାଇବର୍ ପୋଲିସ ସହାୟତା କଲା

ଏନେଇ ଓଡ଼ିଶା ପୋଲିସର ସାଇବର ୟୁନିଟକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ ସୁଦର୍ଶନ। ଯାହା ପରେ ତାଙ୍କ ଆକାଉଣ୍ଟକୁ ରିକୋଭର୍ କରିଦିଆଯାଇଛି। ନିଜ ଆକାଉଣ୍ଟ ଫେରି ପାଇବାକୁ ସୁଦର୍ଶନଙ୍କୁ ପାଖାପାଖି 40 ଘଣ୍ଟାର ଅପେକ୍ଷା କରିବାକୁ ପଡିଥିଲା। 

 

ଗୁରୁତ୍ବପୂର୍ଣ୍ଣ ସୂଚନା

ଯଦି ଆପଣ ବି କୌଣସି ସାଇବର୍ ଆଟାକ୍ କିମ୍ବା ଠକେଇର ଶିକାର ହେଉଛନ୍ତି ତେବେ ତତକ୍ଷଣାତ୍ ନିଜ ନିକଟସ୍ଥ ସାଇବର୍ ଥାନାକୁ ଯୋଗାଯୋଗ କରନ୍ତୁ। ଯେତେ ଶୀଘ୍ର ଆପଣ ଓଡ଼ିଶା ପୋଲିସର ସାଇବର୍ ୟୁନିଟ ନିକଟରେ ପହଞ୍ଚିବେ ସେତେ ଶୀଘ୍ର ସାଇବର୍ ଅପରାଧୀ ଧରାପଡିବାର ସମ୍ଭାବନା ରହିଥାଏ। 

ରାଜ୍ୟ ପୋଲିସର ସାଇବର୍ ସେଲ୍ ସହାୟତା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

About the Author

admin

Administrator

Visit Website View All Posts
Spread the love

Post navigation

Previous: ବକ୍ସ ଅଫିସରେ Deveraର ରାଜ୍: ଦୁଇ ଦିନରେ ୨ ଶହ କୋଟି ଟପିଲା
Next: ପାଞ୍ଚ ଶହ ଟଙ୍କିଆ ନୋଟରେ ଗାନ୍ଧୀଙ୍କ ବଦଳରେ ଅନୁପମଙ୍କ ମୁହଁ

Leave a Reply Cancel reply

Your email address will not be published. Required fields are marked *

Related Stories

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024 0
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024 0
Baba Balaknath Scandal Viral Video
  • ଟ୍ରେଣ୍ଡିଂ ନ୍ୟୁଜ୍

ଭୋଗରେ ନିଶା ଦେଇ ବାବା ଦୁଷ୍କର୍ମ କଲେ, ଭିଡିଓ ଭାଇରାଲ୍

admin October 22, 2024 0

Trending News

November ପହିଲାରୁ ବଦଳିଯିବ ଏହି ସବୁ ନିୟମ November New Rule 1
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

October 31, 2024 0
ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍ Sensex Nifty Today 2
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

October 29, 2024 0
ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ TATA C-295 aircraft 3
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

October 28, 2024 0
Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ Liquor shop closed during cyclone dana 4
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

October 23, 2024 0
ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s Byju's BCCI controversy 5
  • ବିଜନେସ୍

ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s

October 23, 2024 0

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health (1)
  • Newsbeat (5)
  • Sports (1)
  • Stories (2)
  • Tech (1)
  • World (2)
  • ଅଦାଲତ ଶୁଣାଣି (1)
  • କ୍ୟାରିୟର୍ (1)
  • ଖେଳ (6)
  • ଜୀବନଚର୍ଯ୍ୟା (1)
  • ଟ୍ରେଣ୍ଡିଂ ନ୍ୟୁଜ୍ (14)
  • ବିଜନେସ୍ (11)
  • ଭାରତୀୟ ମାର୍କେଟ (6)
  • ମନୋରଞ୍ଜନ (3)
  • ମାର୍କେଟ ଅପଡେଟ୍ (6)
  • ରାଜନୀତି (2)

You may have missed

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024 0
Sensex Nifty Today
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

admin October 29, 2024 0
TATA C-295 aircraft
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

admin October 28, 2024 0
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024 0

About Economic Odisha

First ever financial and business news centric web portal of Odisha.

Categories

Health Newsbeat Sports Stories Tech World ଅଦାଲତ ଶୁଣାଣି କ୍ୟାରିୟର୍ ଖେଳ ଜୀବନଚର୍ଯ୍ୟା ଟ୍ରେଣ୍ଡିଂ ନ୍ୟୁଜ୍ ବିଜନେସ୍ ଭାରତୀୟ ମାର୍କେଟ ମନୋରଞ୍ଜନ ମାର୍କେଟ ଅପଡେଟ୍ ରାଜନୀତି

Recent Posts

  • November ପହିଲାରୁ ବଦଳିଯିବ ଏହି ସବୁ ନିୟମ
  • ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍
  • ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ
  • Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ
  • ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s
  • ବିଜନେସ୍
  • Sports
  • Stories
  • Health
  • Blog
  • Facebook
  • Twitter
  • Instagram
  • Linkedin
  • Youtube
Copyright © All rights reserved. | MoreNews by AF themes.