Skip to content
October 9, 2025
  • Facebook
  • Twitter
  • Instagram
  • Linkedin
  • Youtube
Economic Odisha

Economic Odisha

ସମୃଦ୍ଧ ଓଡ଼ିଶାର ଜାଗ୍ରତ ପ୍ରହରୀ…

swachha-bharat

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health
  • Newsbeat
  • Sports
  • Stories
  • Tech
  • World
  • ଅଦାଲତ ଶୁଣାଣି
  • କ୍ୟାରିୟର୍
  • ଖେଳ
  • ଜୀବନଚର୍ଯ୍ୟା
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍
  • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ମାର୍କେଟ ଅପଡେଟ୍
  • ରାଜନୀତି
Primary Menu
  • ହୋମ୍
  • ମାର୍କେଟ ଅପଡେଟ୍
    • ଗ୍ଲୋବାଲ ମାର୍କେଟ
    • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ରାଜନୀତି
  • ଟ୍ରେଣ୍ଡିଂ ନ୍ୟୁଜ୍
  • ଅପରାଧ
  • ଖେଳ
  • ବିଜନେସ୍
  • ଫେକ୍ ନ୍ୟୁଜ୍
  • ଅଦାଲତ ଶୁଣାଣି
  • ଏକ୍ସପର୍ଟଙ୍କ ମତ
  • କ୍ୟାରିୟର୍
  • ରିଭ୍ୟୁ
  • Home
  • ଟ୍ରେଣ୍ଡିଂ ନ୍ୟୁଜ୍
  • `ସୁଭଦ୍ରା’ ପାଇଁ କେମିତି କରିବେ ଆବେଦନ ?
  • ଟ୍ରେଣ୍ଡିଂ ନ୍ୟୁଜ୍

`ସୁଭଦ୍ରା’ ପାଇଁ କେମିତି କରିବେ ଆବେଦନ ?

admin October 1, 2024
Pravati Parida on Subhadra Yojana

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ତାଲିକା ଭୁକ୍ତ ହିତାଧିକାରୀଙ୍କୁ ସହାୟତା ରାଶି ଆସିବାକୁ ଯାଉଛି। ଚଳିତ ଅକ୍ଟୋବର ମାସ 9 ତାରିଖ ସୁଦ୍ଧା ଏହି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ତେଣୁ ଏହା ପୂର୍ବରୁ ଏହି କିଛି ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଜାଣି ରଖନ୍ତୁ। 

 

ଆପଣ ଏହି ଯୋଜନାର ଲାଭ ପାଇ ପାରିବେ କି ନାହିଁ ସେ କଥା ଜାଣିଛନ୍ତି ତ। ହିତାଧିକାରୀ ତାଲିକାରେ ସାମିଲ ହେବା ଲାଗି ସରକାର ଜାରି କରିଥିବା ଏସଓପିରେ କଣ କଣ ନିୟମ ରହିଛି ପ୍ରଥମେ ଜାଣି ନିଅନ୍ତୁ।

ସୁଭଦ୍ରା ଯୋଜନାର ହିତଧିକାରୀ ହେବା ଲାଗି ସର୍ବନିମ୍ନ ଆବଶ୍ୟକତା 

  • ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ
  • ଆପଣଙ୍କ ବୟସ 60 ବର୍ଷରୁ ଅଧିକ କିମ୍ବା 21 ବର୍ଷରୁ କମ ହେବା କଥା ନୁହେଁ। 
  • ରାସନ କାର୍ଡ ଥିଲେ ଆପଣ ବି ଜଣେ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ଆଉ ରାସନ କାର୍ଡ ନଥିଲେ ଯଦି ଆପଣଙ୍କ ପାରିବାରିକ ଆୟ ବାର୍ଷିକ 2.5 ଅର୍ଥାତ୍ ଅଢ଼େଇ ଲକ୍ଷରୁ କମ୍ ତେବେ ମଧ୍ୟ ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିବାରିିବେ।  

 

ଆବେଦନ ପାଇଁ କଣ ଆବଶ୍ୟକ

  • ଆପଣଙ୍କ ପାଖରେ ଅପଡେଟେଡ୍ ଆଧାରକାର୍ଡ ଥିବା ନିହାତି ଜରୁରୀ
  • ଆପଣଙ୍କ ଆଧାର ସହ ଆପଣଙ୍କ ଫୋନ୍ ନମ୍ବର ଲିଙ୍କ୍ ଥିବା ନିହାତି ଜରୁରୀ(ମନେ ରଖନ୍ତୁ ସୁଭଦ୍ରା ଫର୍ମ ଭରିବା ବେଳେ ଏହି ଫୋନ୍ ନମ୍ୱର ହିଁ ଆପଣଙ୍କୁ ଦେବାକୁ ହେବ) 
  • ଆପଣଙ୍କ ପାଖରେ ଏକ ବ୍ୟାଙ୍କ ଆକାଉଣ୍ଟ ଥିବା ଜରୁରୀ। ତାହା ଯେ କୌଣସି ବ୍ୟାଙ୍କରେ ଥିଲେ ବି ଚଳିବ, କିନ୍ତୁ ସେହି ବ୍ୟାଙ୍କ ଆକାଉଣ୍ଟରେ କେୱାଇସି ଅପଡେଟ୍ ଥିବା ଜରୁରୀ। ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଫୋନ୍ ନମ୍ବର, ଆଧାର ଆଉ ପାନ୍ କାର୍ଡ ଲିଙ୍କ ଥିବା ନିହାତି ଜରୁରୀ।

 

କେଉଁଠି ଓ କେବେ କରିବେ ଆବେଦନ

1- ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ଅବା ଅଙ୍ଗନବାଡ଼ି କେନ୍ଦ୍ର, କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯାଇ ସିଧା ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। 

2- ଅକ୍ଟୋବର 9ରେ ସୁଭଦ୍ରାର ବଳକା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ରାଶି

ଆସନ୍ତା ଅକ୍ଟୋବର 9 ତାରିଖରେ ସୁଭଦ୍ରା ଯୋଜନାରେ ବଳକା ପାଖାପାଖି 75 ଲକ୍ଷ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ପ୍ରଥମ କିସ୍ତି ରାଶି।  ସୁଭଦ୍ରା ଯୋଜନାରେ ଆବେଦନ କରିବାର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଏ ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ କରିନାହାନ୍ତି। କିନ୍ତୁ ଅକ୍ଟୋବର 7 ତାରିଖ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାଶି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେଣୁ ଆପଣ ଚଳିତ ଅକ୍ଟୋବର ମାସ 7 ତାରିଖ ସୁଦ୍ଧା ଆବେଦନ କରିନିଅନ୍ତୁ। ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଇ-କେୱାଇସି (e-KYC) ହୋଇନାହିଁ ତେବେ ବି ଆପଣ ଏହାକୁ ଯେ କୌଣସି ସମୟରେ କରାଇ ନିଅନ୍ତୁ। ଏହାର ମଧ୍ୟ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। 

 

ଯୋଜନା ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବାକୁ ଚାହୁଁଥିଲେ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ

ଅଥବା ଆପଣଙ୍କ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀଙ୍କ ନିକଟରୁ ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିପାରିବେ।

About the Author

admin

Administrator

Visit Website View All Posts
Spread the love

Post navigation

Previous: ଟେଷ୍ଟ ମ୍ୟାଚରେ T20 ଧମାକା: ବିରାଟଙ୍କ ବିରାଟ ରେକର୍ଡ
Next: ରାସ୍ତା ମଝିରେ ପାଣି ଭିତରେ ଗଳି ପଡ଼ିଲା ସେନା ହେଲିକପ୍ଟର

Leave a Reply Cancel reply

Your email address will not be published. Required fields are marked *

Related Stories

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024
Baba Balaknath Scandal Viral Video
  • ଟ୍ରେଣ୍ଡିଂ ନ୍ୟୁଜ୍

ଭୋଗରେ ନିଶା ଦେଇ ବାବା ଦୁଷ୍କର୍ମ କଲେ, ଭିଡିଓ ଭାଇରାଲ୍

admin October 22, 2024

Trending News

November ପହିଲାରୁ ବଦଳିଯିବ ଏହି ସବୁ ନିୟମ November New Rule 1
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

October 31, 2024
ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍ Sensex Nifty Today 2
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

October 29, 2024
ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ TATA C-295 aircraft 3
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

October 28, 2024
Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ Liquor shop closed during cyclone dana 4
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

October 23, 2024
ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s Byju's BCCI controversy 5
  • ବିଜନେସ୍

ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s

October 23, 2024

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health (1)
  • Newsbeat (5)
  • Sports (1)
  • Stories (2)
  • Tech (1)
  • World (2)
  • ଅଦାଲତ ଶୁଣାଣି (1)
  • କ୍ୟାରିୟର୍ (1)
  • ଖେଳ (6)
  • ଜୀବନଚର୍ଯ୍ୟା (1)
  • ଟ୍ରେଣ୍ଡିଂ ନ୍ୟୁଜ୍ (14)
  • ବିଜନେସ୍ (11)
  • ଭାରତୀୟ ମାର୍କେଟ (6)
  • ମନୋରଞ୍ଜନ (3)
  • ମାର୍କେଟ ଅପଡେଟ୍ (6)
  • ରାଜନୀତି (2)

You may have missed

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024
Sensex Nifty Today
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

admin October 29, 2024
TATA C-295 aircraft
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

admin October 28, 2024
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024

About Economic Odisha

First ever financial and business news centric web portal of Odisha.

Categories

Health Newsbeat Sports Stories Tech World ଅଦାଲତ ଶୁଣାଣି କ୍ୟାରିୟର୍ ଖେଳ ଜୀବନଚର୍ଯ୍ୟା ଟ୍ରେଣ୍ଡିଂ ନ୍ୟୁଜ୍ ବିଜନେସ୍ ଭାରତୀୟ ମାର୍କେଟ ମନୋରଞ୍ଜନ ମାର୍କେଟ ଅପଡେଟ୍ ରାଜନୀତି

Recent Posts

  • November ପହିଲାରୁ ବଦଳିଯିବ ଏହି ସବୁ ନିୟମ
  • ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍
  • ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ
  • Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ
  • ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s
  • ବିଜନେସ୍
  • Sports
  • Stories
  • Health
  • Blog
  • Facebook
  • Twitter
  • Instagram
  • Linkedin
  • Youtube
Copyright © All rights reserved. | MoreNews by AF themes.