
ଇକନୋମିକ୍ ଓଡ଼ିଶା ଡେସ୍କ; Odisha Public service comission ପକ୍ଷରୁ ସାମ୍ବାଦିକତା କରିଥିବା ଛାତ୍ରଛାତ୍ରୀ ତଥା ସାମ୍ବାଦିକତା ଜଗତରେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ। OPSC SDIPRO Recruitment 2024ରେ ଯଦି ଆପଣ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ତେବେ ଶେଷ ତାରିଖ ପୂର୍ବରୁ ଖୁବ୍ ଶୀଘ୍ର ଆବେଦନ କରିନିଅନ୍ତୁ।
OPSC SDIPRO Recruitment notification 2024। SDIPRO ପଦବୀରେ ନୂତନ ନିଯୁକ୍ତି ପାଇଁ ଓପିଏସସି ଅଫିସିଆଲ୍ ୱେବସାଇଟ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ଅଟନ୍ତି ସେମାନେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢି ଚୟନ ପ୍ରକ୍ରିୟା ଯାଞ୍ଚ କରିପାରିବେ ଏବଂ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ଏଥିରେ ଆବେଦନ କରିପାରିବେ। ତେବେ ଆପଣ OPSC SDIPRO ନିଯୁକ୍ତି ପାଇଁ 30/10/2024 ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ ।
ସଂସ୍ଥାର ନାମ | Odisha Public Service Comission OPSC |
ପୋଷ୍ଟ | SDIPRO (OIS-II), Group-B |
ଦରମା | 44,900 – 1,42,400 |
ବୟସ | 21 ରୁ ଅଧିକ 38ରୁ କମ୍ |
ଶିକ୍ଷାଗତ ଯୋଗ୍ୟତା | ବ୍ୟାଚେଲର୍ ଡିଗ୍ରୀ ସହ ସାମ୍ବାଦିକତାରେ ପିଜିଡିପ୍ଲୋମା ଅଥବା ପିଜି |
ଆବେଦନର ଶେଷ ତାରିଖ | ଅକ୍ଟୋବର 30, 2024 |
ଆବେଦନ ପାଇଁ ୱେବସାଇଟ୍ ଲିଙ୍କ୍ | https://opscechayan.in/#/auth/landing |