
ଇକନୋମିକ୍ ଓଡ଼ିଶା ଡେସ୍କ; Sensex Today: ବ୍ୟାଙ୍କ ଓ କ୍ୟାପିଟାଲ ଗୁଡ୍ସବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ(sectoral indices)ରେ ହ୍ରାସ ଦେଖିବାକୁ ମିଳିଛି। NSEରେ Waaree Energies, HDFC Bank, Bharti Airtel, Mazagon Dock ଏବଂ ICICI Bankରେ ସବୁଠାରୁ ଅଧିକ କାରବାର ହେଉଛି।
Nifty ୨୪,୨୦୦ ତଳେ, Sensex ୪୬୦ ପଏଣ୍ଟ ଖସିଛି; Tata Motors, Shriram Finance, Airtelରେ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳିଛି।
Q2 ରେଜଲ୍ଟ ଆସିବା ପରେ Suzlon Energy ଏବଂ BEL stockର ଗ୍ରାଫ୍ ଉପର ମୁହାଁ ହୋଇଛି।