Skip to content
January 17, 2026
  • Facebook
  • Twitter
  • Instagram
  • Linkedin
  • Youtube
Economic Odisha

Economic Odisha

ସମୃଦ୍ଧ ଓଡ଼ିଶାର ଜାଗ୍ରତ ପ୍ରହରୀ…

swachha-bharat

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health
  • Newsbeat
  • Sports
  • Stories
  • Tech
  • World
  • ଅଦାଲତ ଶୁଣାଣି
  • କ୍ୟାରିୟର୍
  • ଖେଳ
  • ଜୀବନଚର୍ଯ୍ୟା
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍
  • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ମାର୍କେଟ ଅପଡେଟ୍
  • ରାଜନୀତି
Primary Menu
  • ହୋମ୍
  • ମାର୍କେଟ ଅପଡେଟ୍
    • ଗ୍ଲୋବାଲ ମାର୍କେଟ
    • ଭାରତୀୟ ମାର୍କେଟ
  • ମନୋରଞ୍ଜନ
  • ରାଜନୀତି
  • ଟ୍ରେଣ୍ଡିଂ ନ୍ୟୁଜ୍
  • ଅପରାଧ
  • ଖେଳ
  • ବିଜନେସ୍
  • ଫେକ୍ ନ୍ୟୁଜ୍
  • ଅଦାଲତ ଶୁଣାଣି
  • ଏକ୍ସପର୍ଟଙ୍କ ମତ
  • କ୍ୟାରିୟର୍
  • ରିଭ୍ୟୁ
  • Home
  • ଟ୍ରେଣ୍ଡିଂ ନ୍ୟୁଜ୍
  • ୯ ରେ ଆସିବ ସୁଭଦ୍ରା ଟଙ୍କା; ଆପଣଙ୍କୁ ମିଳିବ କି ନାହିଁ ଜାଣନ୍ତୁ
  • ଟ୍ରେଣ୍ଡିଂ ନ୍ୟୁଜ୍

୯ ରେ ଆସିବ ସୁଭଦ୍ରା ଟଙ୍କା; ଆପଣଙ୍କୁ ମିଳିବ କି ନାହିଁ ଜାଣନ୍ତୁ

admin October 5, 2024 1 minute read
on which date subhadra yojana money will transfer to bank account

ଇକନୋମିକ୍ ଓଡ଼ିଶା ଡେସ୍କ; ଅକ୍ଟୋବର 9 ତାରିଖ ଅର୍ଥାତ ଆସନ୍ତା ବୁଧବାର ଦିନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ରିଲିଜ କରିବେ ରାଜ୍ୟର ବିଜେପି ସରକାର। ଦ୍ୱିତୀୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧା ଯିବ ଏହି ଟଙ୍କା। ତେବେ ଆପଣଙ୍କୁ ଏହି ଟଙ୍କା ମିଳିବ କି ନାହିଁ ଜାଣିଛନ୍ତି ତ।

 

ଆପଣ ଯଦି ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇଥାନ୍ତି ତେବେ ଆପଣଙ୍କୁ ଏହି କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ। ଅକ୍ଟୋବର 9ରେ ଏହି ହିତାଧିକାରୀଙ୍କୁ ଟଙ୍କା ଯିବ, ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ବଞ୍ଚିତ ରହିଯାଇଥିଲେ ଏବଂ ପ୍ରଥମ ପର୍ଯ୍ୟାୟ ଟଙ୍କା ଯିବା ପରେ ଯେଉଁମାନେ ଆବେଦନ କରିଛନ୍ତି। ଯଦିଓ ସରକାରଙ୍କ ପକ୍ଷରୁ ସୁଭଦ୍ରା ଆବେଦନର କୌଣସି ଡେଡଲାଇନ ଏ ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇନି ତଥାପି ଅକ୍ଟୋବର 9ରେ ସେହିମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ ଯେଉଁମାନେ ଅକ୍ଟୋବର 7 ତାରିଖ ଭିତରେ ଏହି ଯୋଜନାରେ ସଫଳତାର ସହ ଆବେଦନ କରିଥିବେ। ଏନେଇ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

 

ଯଦି ଆପଣ ଏହି ଯୋଜନାରେ ପୂର୍ବରୁ ଆବେଦନ କରିସାରିଛନ୍ତି ତେବେ ଆପଣ ନିଶ୍ଚିତ ରୁହନ୍ତୁ। ଯଦି ହିତାଧିକାରୀ ହୋଇ ମଧ୍ୟ ଆପଣ ଏ ପର୍ଯ୍ୟନ୍ତ ଆବେଦନ କରି ନାହାନ୍ତି ତେବେ ଯଥାଶୀଘ୍ର ଆବେଦନ କରିନିଅନ୍ତୁ। 

 

ସଭଦ୍ରା ଯୋଜନାରେ କେମିତି ଆବେଦନ କରିବେ ଜାଣିବା ପାଇଁ ଏହି ଖବର ଉପରେ କ୍ଲିକ୍ କରନ୍ତୁ ।

 

ସୁଭଦ୍ରା ଯୋଜନାରେ କେମିତି କରିବେ ଆବେଦନ ?

About the Author

admin

Administrator

Visit Website View All Posts
Spread the love

Post navigation

Previous: ହରିୟାଣାରେ କାହିଁକି ପଲଟିଲା ବାଜି ?
Next: ବାଂଲାଦେଶ ବିପକ୍ଷ T20 ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

Leave a Reply Cancel reply

Your email address will not be published. Required fields are marked *

Related Stories

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024 0
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024 0
Baba Balaknath Scandal Viral Video
  • ଟ୍ରେଣ୍ଡିଂ ନ୍ୟୁଜ୍

ଭୋଗରେ ନିଶା ଦେଇ ବାବା ଦୁଷ୍କର୍ମ କଲେ, ଭିଡିଓ ଭାଇରାଲ୍

admin October 22, 2024 0

Trending News

November ପହିଲାରୁ ବଦଳିଯିବ ଏହି ସବୁ ନିୟମ November New Rule 1
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

October 31, 2024 0
ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍ Sensex Nifty Today 2
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

October 29, 2024 0
ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ TATA C-295 aircraft 3
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

October 28, 2024 0
Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ Liquor shop closed during cyclone dana 4
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

October 23, 2024 0
ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s Byju's BCCI controversy 5
  • ବିଜନେସ୍

ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s

October 23, 2024 0

Connect with Us

  • Facebook
  • Twitter
  • Instagram
  • Linkedin
  • Youtube

Categories

  • Health (1)
  • Newsbeat (5)
  • Sports (1)
  • Stories (2)
  • Tech (1)
  • World (2)
  • ଅଦାଲତ ଶୁଣାଣି (1)
  • କ୍ୟାରିୟର୍ (1)
  • ଖେଳ (6)
  • ଜୀବନଚର୍ଯ୍ୟା (1)
  • ଟ୍ରେଣ୍ଡିଂ ନ୍ୟୁଜ୍ (14)
  • ବିଜନେସ୍ (11)
  • ଭାରତୀୟ ମାର୍କେଟ (6)
  • ମନୋରଞ୍ଜନ (3)
  • ମାର୍କେଟ ଅପଡେଟ୍ (6)
  • ରାଜନୀତି (2)

You may have missed

November New Rule
  • ଟ୍ରେଣ୍ଡିଂ ନ୍ୟୁଜ୍
  • ବିଜନେସ୍

November ପହିଲାରୁ ବଦଳିଯିବ ଏହି ସବୁ ନିୟମ

admin October 31, 2024 0
Sensex Nifty Today
  • ଭାରତୀୟ ମାର୍କେଟ
  • ମାର୍କେଟ ଅପଡେଟ୍

ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍

admin October 29, 2024 0
TATA C-295 aircraft
  • ବିଜନେସ୍

ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ

admin October 28, 2024 0
Liquor shop closed during cyclone dana
  • ଟ୍ରେଣ୍ଡିଂ ନ୍ୟୁଜ୍

Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

admin October 23, 2024 0

About Economic Odisha

First ever financial and business news centric web portal of Odisha.

Categories

Health Newsbeat Sports Stories Tech World ଅଦାଲତ ଶୁଣାଣି କ୍ୟାରିୟର୍ ଖେଳ ଜୀବନଚର୍ଯ୍ୟା ଟ୍ରେଣ୍ଡିଂ ନ୍ୟୁଜ୍ ବିଜନେସ୍ ଭାରତୀୟ ମାର୍କେଟ ମନୋରଞ୍ଜନ ମାର୍କେଟ ଅପଡେଟ୍ ରାଜନୀତି

Recent Posts

  • November ପହିଲାରୁ ବଦଳିଯିବ ଏହି ସବୁ ନିୟମ
  • ଖସିଲା Share Market; ନାଲି ଗ୍ରାଫ୍ ଭିତରେ ବି ଗ୍ରୀନ୍ ସିଗନାଲ୍
  • ଏବେ ଯବାନଙ୍କ ପାଇଁ ଆସିବ TATAର ବିମାନ
  • Cyclone Update; ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ
  • ସୁପ୍ରିମକୋର୍ଟଙ୍କ ଛାଟ; BCCIକୁ 158 କୋଟି ତଣ୍ଡ ଗଣିବ Byju’s
  • ବିଜନେସ୍
  • Sports
  • Stories
  • Health
  • Blog
  • Facebook
  • Twitter
  • Instagram
  • Linkedin
  • Youtube
Copyright © All rights reserved. | MoreNews by AF themes.